ନୁଆଁପଡ଼ାର ବିଜୟ ଆନନ୍ଦ ସାହୁ । ବୟସ ମାତ୍ର ୧୮ । ଏହି ବୟସରେ ବିଜୟ ସମ୍ବଲପୁରୀ ଗୀତକୁ ନୁଆଁ ଶୈଳୀରେ ପରିବେଷଣ କରି ଲକ୍ଷଲକ୍ଷ ଦର୍ଶକଙ୍କ ମନକୁ କରାଇଛନ୍ତି ରଙ୍ଗୀନ । ୟୁଟ୍ୟୁବରେ ଭାଇବ ମ୍ୟୁଜିକ ଅଫିସିଆଲ ନାଁରେ ବିଜୟଙ୍କ ସଙ୍ଗୀତ ଆଲବମ ୨୭ ଲକ୍ଷ ଦର୍ଶକଙ୍କ ଦ୍ୱାରା ପସନ୍ଦ ଓ ଅନୁସୃତ ହୋଇଛି । ଏବେ ବିଜୟ ଓ ତାଙ୍କ ସାଥି ମାନଙ୍କ ସ୍ୱର ଓ ତାଳରେ ଝୁମୁଛି ନୂଆପଡା ।
#GoodNews #music #youtube #Nuapada #Odisha #ArgusNews