ଡାକ୍ତର ନଥିବାରୁ ୪୮ ଘଣ୍ଟା ପରେ ବି ଆହତ ଗୋରକ୍ଷକଙ୍କ ଶରୀରରୁ କଟକ ବଡ଼ ଡ଼ାକ୍ତରଖାନାରେ ବାହାରି ପାରିଲାନି ଗୁଳି । ସେମାନଙ୍କ କଷ୍ଟକୁ ବଳି ପଡିଲା ନର୍ସଙ୍କ ଦୁର୍ବ୍ୟବହାର । ଆହତମାନଙ୍କ କଥା ଟିକେ ବୁଝିବାକୁ କହିବାରୁ ନର୍ସ ମାନେ ଓଲଟା କେମିତି ଦୁର୍ବ୍ୟବହାର କରୁଛନ୍ତି, ଦେଖିଲେ ହିଁ ବିଶ୍ଵାସ କରିବେ ।
#Cuttack #SCB #viralvideo #nurses #misbehave #Odisha #ArgusNews