ଆଜି ମେଘାଳୟ ଓ ନାଗାଲାଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ । ମେଘାଳୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନ୍ୟାଶନାଲ ପିପୁଲ୍ସ ପାର୍ଟିର ନେତା କନ୍ରାଡ ସାଙ୍ଗମା । ସାଙ୍ଗମା ରାଜ୍ୟପାଳଙ୍କ ନିକଟରେ ସମର୍ଥନ ପତ୍ର ଉପସ୍ଥାପନ କରିସାରିଛନ୍ତି ।
#ArgusNews #Meghalaya #Nagaland #ChiefMinister #oathtaking #national