#ଡ୍ୟାମେଜ_କଣ୍ଟ୍ରୋଲରେ_ବିଜେଡି
୨୧ ବର୍ଷ ପରେ ମନେପଡିଲା ବିଜେଡିର ଜାତିଭିତ୍ତିକ ଜନଗଣନା କଥା । ବିଜେଡି ସରକାରର ଶାସନ କାଳରେ ସଂରକ୍ଷଣରୁ ବଂଚିତ ଓବିସିଙ୍କୁ ନା ଶିକ୍ଷାନୁଷ୍ଠାନରେ ନା ଚାକିରିରେ ମିଳିଛି ହକ୍ । ଏବେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଜାତି ଭିତ୍ତିକ ଜନଗଣନା ଉପରେ ଜୋର୍ ଦେଇଛି ଦଳ ।
#OBC #bjd CMO Odisha #JanaGanana #ArgusNews #Odisha