#ଓଡ଼ିଆ_ଭାଷାରେ_ହେବ_ଓସିଏସ_ପରୀକ୍ଷା
#ଇଂରାଜୀ_ନୁହେଁ_ଓଡ଼ିଆରେ_ବି_ଦେଇହେବ_ସାକ୍ଷାତକାର
ଓପିଏସସି ଦ୍ବାରା ଆୟୋଜିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀ ଏବେ ଚିନ୍ତାମୁକ୍ତ। ଇଂରାଜୀ ଭାଷା ନୁହେଁ ବରଂ ଓଡ଼ିଆରେ ସମସ୍ତ ବିଷୟର ପରୀକ୍ଷା ଦେଇପାରିବେ। ଯାହା ଫଳରେ ଓଡିଶାର ପରୀକ୍ଷାର୍ଥୀମାନେ ପ୍ରତିଯୋଗିତାମୂଳକ ଏହି ପରୀକ୍ଷାରେ ବେଶ ଭଲ କରିପାରିବେ।
#ocsexam #ocs #odialanguage #opsc #odisha #argusnews