ସର୍ବଭାରତୀୟ ଡାକସେବା ପକ୍ଷରୁ ଆୟୋଜିତ ଜାତୀୟ ଷ୍ଟାମ୍ପ ଡିଜାଇନ୍ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ତଥା ଢ଼େଙ୍କାନାଳ ଝିଅ।ଢ଼େଙ୍କାନାଳ କୁଞ୍ଜକାନ୍ତ ନିବାସୀ କୁମୁଦ ରଞ୍ଜନ ଦାସ ଓ ତୃଷ୍ଣାବାଲା ଦାସ ଙ୍କ ଝିଅ ଦିବ୍ୟଙ୍କା ଦାସ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
#ArgusNews #StampDesign #Dhenkanal #Odisha