ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘କହିବିନି ତତେ ଆଇ ଲଭ ୟୁ’ ର ଅଡିଓ ରିଲିଜ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଲୁବୁନ-ଟୁବୁନ ଯୋଡି ଏଥର ବଡପରଦାରେ କମାଲ କରିଛନ୍ତି
#OdiaMovie #KahibinitoteIloveYou #AudioRelease #LubunTubun #ArgusNews