#ଫିଲ୍ମ_ଫ୍ରାଇଡରେ_ରିଲିଜ_ହେଲା_ଓଡିଆ_ଚଳଚିତ୍ର_ମାୟାବୀ
ଅନୀଶା ଏଣ୍ଟରଟେନମେଣ୍ଟର ଦ୍ବିତୀୟ ଅବଦାନ ଚଳଚ୍ଚିତ୍ର 'ମାୟାବୀ'ର ଭୁବନେଶ୍ବର ଆଇନୋକ୍ସ ଭବାନୀ ମଲରେ ପ୍ରିମିୟର ହୋଇଯାଇଛି । ମୂଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ଭୁମିକା ଓ ଅମ୍ଳାନ ।
#Bhubaneswar #filmrelease #Odiafilm #Odisha #ArgusNews