#ବଲିଉଡ_ପରେ_ଏବେ_ଓଲିଉଡରେ_ହିନ୍ଦୁ_ଧର୍ମକୁ_ଅପମାନ
#ବିବାଦରେ_ମିଷ୍ଟର_କହ୍ନେୟା
କହ୍ନେୟାରେ କୃଷ୍ଣଙ୍କୁ ଅପମାନ । ବିରୋଧ କରି ହାଇକୋର୍ଟରେ ଗଲା ମାମଲା । ଏହି ଚଳଚ୍ଚିତ୍ରରେ କୃଷ୍ଣଙ୍କୁ ନେଇ କେତେକ ଆପତ୍ତିଜନକ ଦୃଶ୍ୟ ରହିଛି । ଯାହାକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି ଦିଲ୍ଲୀପ କୁମାର ସାମନ୍ତରାୟ ।
#bollywood #Ollywood #MrKanneya #odiafilm #HighCourt #Dilipkumarsamantaray #Godkrishna #films #Odisha #ArgusNews