#ଆରମ୍ଭ_ହେଲା_ଓଡ଼ିଆ_ସିନେମା_ବଞ୍ଚାଅ_ଅଭିଯାନ
ଏକାଠି ହେଲେ ପ୍ରଯୋଜକ । ଓଡ଼ିଆ ସିନେମା ଚାଲିବା ପାଇଁ ହଲ ସଂଖ୍ୟା ବଢ଼ାଇବା ସହ ଟିକେଟ ଦର କମ କରିବା ଏବଂ ଓଡିଆ ସିନେମାକୁ ଅତି କମ୍ ରେ ୮ ସପ୍ତାହ ହଲ୍ ରେ ଚଳାଇବା ପାଇଁ ନିବେଦନ କଲେ ।
#odiafilm #OdiaFilmIndustry #campaign #MovieHall #Bhubaneswar #Odisha #ArgusNews