#ବିଚ୍ଛିନ୍ନାଞ୍ଚଳରେ_ସଙ୍କଟରେ_ଓଡ଼ିଆ_ଭାଷା
ପଦାରେ ପଡିଛି ଓଡ଼ିଶା ସରକାରଙ୍କ ମିଛ ଓଡ଼ିଆ ପ୍ରୀତି । ଝାଡ଼ଖଣ୍ଡରେ ଓଡ଼ିଆ ଶିକ୍ଷକଙ୍କୁ ୨ ବର୍ଷ ହେବ ମିଳୁନି ପାଉଣା । ଓଡ଼ିଆ ଭାଷାର ମୂଳପୋଛ ପାଇଁ ପଡ଼ୋଶୀ ରାଜ୍ୟ ଚଳାଇଥିବା ଷଡ଼ଯନ୍ତ୍ରରେ ସହଯୋଗୀ ସାଜିଛନ୍ତି ବିଜେଡି ସରକାର ।
#ArgusNews #odialanguage #OdishaGovt #Jharkhand #conspiracy #languageproblems #BorderIssue #Odisha