ଦେଶ ସ୍ବାଧୀନ ପୂର୍ବରୁ ଓଡ଼ିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା। ଏହା ଭିତରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ୮୫ ବର୍ଷ ବିତିଛି। ଝାରସୁଗୁଡା ଜିଲ୍ଲା ଗଠନକୁ ପୂରିଛି ୨୮ ବର୍ଷ। ହେଲେ ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ଓଡ଼ିଆଙ୍କ ସମସ୍ୟା ଦୂର ହୋଇ ପାରିନି ।
#Jharsuguda #chattisgarh #Odisha #ODia #problems #ArgusNews