ନନ୍ଦନକାନନରେ ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ନନ୍ଦନକାନନରେ ୩୫କୋଟି ୪୨ଲକ୍ଷ୍ ୭୯ ହଜାର ଟଙ୍କାରେ ନିର୍ମାଣ କରାଯାଇଛି ଏହି ବହୁତଳ ପାର୍କିଙ୍ଗ କୋଠଘର।
#bhubaneswar #Nandankanan #Parking #multistoreyparking #odishasfirst #inaguracion #NaveenPatnaik #Odisha #ArgusNews