ପଟାଙ୍ଗୀରେ ଆନ୍ଧ୍ରର ସ୍ବାସ୍ଥ୍ୟ ଶିବିର !
ପୁଣି ଓଡିଶାର ସୀମାନ୍ତ ଜିଲ୍ଲାରେ ଆନ୍ଧ୍ରର ଅନୁପ୍ରବେଶ। ପଟାଙ୍ଗୀ ନେରିଡିଓ୍ବାଲରେ ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। କୋରାପୁଟ ପଟ୍ଟାଙ୍ଗିର ବିବାଦୀୟ କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ବିବାଦ ବଢ଼େଇବାର ଲାଗିଛି
#ArgusNews #Koraput #patangi #AndhraPradesh #OdishaAndhra #BorderIssue