ଚାଲି ପାରିଲାନି ପ୍ରଶ୍ନକାଳ । ଗୃହରେ ବିଜେପି ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ସାଂସଦ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।
#OdishaAssembly #BJP #Opposition #ControversialStatements #adjournment #ArgusNews