ବନ୍ୟାରେ ଉବୁଟୁବୁ ଉପାନ୍ତ ଅଂଚଳ। ଖରା ଦିନେ ଶୁଖିଲା ନଦୀ ଯୋଗୁଁ ଜଳ କଷ୍ଟ ଓ ବର୍ଷା ଦିନେ ବନ୍ୟା ଜଳରେ ବନ୍ଦୀ ହୁଅନ୍ତି ଓଡିଶା ଛତିଶଗଡ ସୀମାନ୍ତ ସୁଖାସୋଡା ସେମଳିଆ ମହୁଲ ପାଲି ବାସିନ୍ଦା। ଗତ ଚାରି ଦିନ ଧରି ଜଳ ବନ୍ଦୀରେ ଅଛନ୍ତି ଏହି ଗାଁ ର ବାସିନ୍ଦା ହେଲେ ଏମାନଙ୍କ ଉପରେ ଏ ଯାଏଁ ପଡିନି ଜିଲ୍ଲା ପ୍ରଶାସନ ଦୃଷ୍ଟି..।
#OdishaChhattisgarhBorder #OdishaFlood #ruralareas #Odisha #ArgusNews