ଗୁଜରାଟ ଯିବେ ଓଡ଼ିଶାର ଚିନାବାଦାମ ଚାଷୀ । ଚାଷୀ ଶିଖିବେ ଚିନାବାଦାମ ଚାଷର ନୂତନ ପ୍ରଣାଳୀ ଓ ଜ୍ଞାନ କୌଶଳ । ଓଡ଼ିଶାରେ ବାଦାମ ଉତ୍ପାଦନ ଓ ଚାଷୀଙ୍କ ବାର୍ଷିକ ଆୟ କିଭଳି ବୃଦ୍ଧି ହେବ ସେନେଇ ଜ୍ଞାନ ଆହରଣ କରିବେ ।
#ArgusNews #Bhubaneswar #DharmendraPradhan #soaprogram #Cinnamonfarmer #Gujrat #Odisha