#ଏ_ଘର_କେମିତି_ବାତ୍ୟା_ମୁକାବିଲା_କରିବ_?
#କେବେ_ପୂରଣ_ହେବ_ସାଧାରଣ_ଜନତାଙ୍କ_ପକ୍କାଘର_ସ୍ବପ୍ନ_?
ବାତ୍ୟା ଆସିଲେ, ଏମାନେ ବେଶୀ ମନେପଡ଼ନ୍ତି । ଆଶ୍ରୟସ୍ଥଳୀକୁ ଟାଣିନେଇ ରେକର୍ଡ କରି ଖୁସି ହୁଅନ୍ତି ରାଜ୍ୟ ସରକାର ।
#Pakkaghara #Abashjojana #Cyclone #OdishaCyclone #Odisha #ArgusNews