#ଖରା_ଦିନର_ସାଥୀ_ଲିଙ୍ଗରାଜ_ଲସି
ସର୍ବତ ଓଡ଼ିଆ ଘରର କୁଣିଆଁ ଚର୍ଚ୍ଚାର ପ୍ରଥମ ପସନ୍ଦ । ଖରାଦିନେ ଗୋଟେ ଗ୍ଲାସ ଲସି ପେଟକୁ ଶାନ୍ତ କରେ । ଓଡିଶା ପ୍ରସିଦ୍ଧ ଲିଙ୍ଗରାଜ ଲସି ପିଇବାକୁ ଲାଗେ ଭିଡ । ଦହି, ନଡିଆ, ଗୁଡ, କାଜୁ, ଚେରି ସବୁ ଧାଡିକୁ ଧାଡି ରଖା ହୋଇଛି । ଆଉ ଖୁବ ସୁନ୍ଦର ଭାବରେ ଲସି ତିଆରି ଚାଲିଛି । ଗ୍ରାହକ ମାନେ ମଧ୍ୟ ବେଶ ଉତ୍କଣ୍ଠାର ସହ ଲସି ପିଇବାକୁ ଅପେକ୍ଷା କରିଛନ୍ତି ।
#ArgusNews #LingarajLassi #Bhubaneswar #OdishafamousLassi #Odisha