#କେତେ_ଦିନ_ଅନ୍ଧାର_ରହିବୁ ?
#ଆମର_ବି_ଭବିଷ୍ୟତ_ଅଛି
ସୁବର୍ଣ୍ଣରେଖାର ବନ୍ୟା ଫଳରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗାଁରେ ହୋଇଛି ବ୍ୟାପକ କ୍ଷତି। ଅସ୍ତି ଗାଁରେ ଆଜକୁ ଏକମାସ ଧରି ବିଦ୍ୟୁତ ନଥିବା ବେଳେ ଲୋକଙ୍କ ଦୁର୍ଦଶା ବଢାଇଛି ବନ୍ୟା। ଫଳରେ ସେଠାକାର ଲୋକେ ବନ୍ୟା ବିତ୍ପତି ଠାରୁ ସରକାରୀ ବାବୁଙ୍କ ବିତ୍ପତିରେ ହେଉଛନ୍ତି ହନ୍ତସନ୍ତ । ଜିଲ୍ଲାପାଳଙ୍କୁ ଗୁହାରି କଲେ ଜଣେ କୁନି ଝିଅ।
#odishafloods #flood #odishafloodnews #Balasore #Subarnarekha #Odisha #ArgusNews