ରାଜ୍ୟ ସରକାରଙ୍କ ମଦ ପ୍ରେମ !
ଗୋଆ ଓ ଥାଇଲ୍ୟାଣ୍ଡ ଢାଂଚାରେ ଏବେ ଓଡିଶା ସରକାର । ବିଚ ରେ ଖେଲାଯିବ ବିଚ ସାକ୍ସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଖୋଲିବ ମଦ ବାର ଓ ରେଷ୍ଟୁରାଣ୍ଟ । ଏହି ନିଷ୍ପତ୍ତି ନେିଛନ୍ତି ରାଜ୍ୟ ସରକାର
#OdishaGovt #LiquorShop #seabeach #Tourist #barandrestaurant #Odisha #ArgusNews