#ବିନା_କାରଖାନାରେ_ଉତ୍ପାଦନ_କରୁଛନ୍ତି_ସରକାର
ବିନା କାରଖାନାରେ ଇସ୍ପାତ ରପ୍ତାନୀ ବି କରୁଛନ୍ତି ସରକାର। ପଦାରେ ପଡିଯାଇଛି ରାଜ୍ୟ ସରକାରଙ୍କ ବଡ ମିଛ। ବିଧାନସଭାରେ ମିଛ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଖୋଦ୍ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ....।
#ArgusNews #OdishaGovt #assembly #PramilaMallik #Bhubaneswar #Odisha