#ଓଡିଶା_ଛୁଇଁ_ନପାରେ_ବାତ୍ୟା
IMD ବରିଷ୍ଠ ବୈଜ୍ଞାନିକଙ୍କ ଆକଳନ ଓଡ଼ିଶା ଉପକୂଳରେ ପ୍ରଭାବ ନପକାଇପାରେ ବାତ୍ୟା । 10 ସନ୍ଧ୍ୟା ପରେ କରିପାରେ ଗତିପଥ ପରିବର୍ତ୍ତନ । ଆସନ୍ତା ୬ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପ ଅବପାତ ରୂପ ନେବା ସମ୍ଭାବନା ।
#cyclone2022 #WeatherNews #HeavyRains #Lightpressure #Odisha #ArgusNews