#ଗୋଟିଏ_ପଟେ_ଚାଉଳ_ଖୁସି
#ମାତ୍ର_ଅପପୁଷ୍ଟି_ଜନ୍ତ୍ରଣାରେ_ଜର୍ଜରିତ_ଓଡ଼ିଶା
ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ସେଲିବ୍ରିସେନ। ଅନ୍ୟପଟେ ଅପପୁଷ୍ଟି ଯନ୍ତ୍ରଣାରେ ଜର୍ଜରିତ ଓଡ଼ିଶା। ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେରରେ ଉଦବେଗଜନକ ତଥ୍ୟ। ଗତ ୫ ବର୍ଷରେ ରକ୍ତହୀନତାର ଶିକାର ଶିଶୁ ଓ ମହିଳାଙ୍କ ସଂଖ୍ୟାରେ ଅସ୍ବାଭାବିକ ବୃଦ୍ଧି.
#Malnutrition #OdishaGovt #Odisha #ArgusNews