#କ୍ରୀଡ଼ା_କ୍ୟାପିଟାଲ_ସାଜିଛି_ଓଡ଼ିଶା
କ୍ରୀଡ଼ାର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ସବୁ ଖେଳକୁ ଫୋକସ ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ହକି ଭଳି ବ୍ୟାଡ୍ ମିଣ୍ଟନକୁ ମିଳୁନି ସରକାରଙ୍କ ପ୍ରୋତ୍ସାହନ । ଫଳରେ ଓଡି଼ଶାରୁ ବାହାରୁ ନାହାନ୍ତି ଜାତୀୟ ସ୍ତରର ଖେଳାଳୀ ।
#Odisha #ArgusNews #Sports #badminton #cuttack #Bhubaneswar #game