ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ । ବିରୋଧୀ କହିଲେ, ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ ମୋହର । ୨୪ ନିର୍ବାଚନକୁ ଆଖିରେ ରଖି ଘୋଷଣା । ସଂସ୍କୃତି ମନ୍ତ୍ରୀଙ୍କ ଜବାବ, ଓଡ଼ିଶା ମୋ ପରିବାର ସହ ଓଡ଼ିଶା ପରିବାର ନିର୍ଦେଶାଳୟର ସମ୍ପର୍କ ନାହିଁ ।
#ArgusNews #OdishaMoparibar #Controversy #Bhubaneswar #Odisha