ଆଜି ଓଡ଼ିଶା ପର୍ବର ଦ୍ବିତୀୟ ଦିନ। ଓଡ଼ିଶାର ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକୁଛି ଦିଲ୍ଲୀ ଦରବାର। ଦ୍ବିତୀୟ ଦିନର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟସଭା ସାଂସଦ ସୋନାଲ ମାନସିଂ ପ୍ରମୁଖ ଯୋଗ ଦେବେ ।
#Argusnews #Odishaparba2023 #odishaparba #Odiasamaj #Odiaculture #jawaharlalnehrustadiumdelhi #National