ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ହେଉଥିବା ଓଡିଶା ପର୍ବର ଆଜି ତୃତୀୟ ତଥା ଶେଷ ଦିନ। ପ୍ରଥମ ଓ ଦ୍ଵିତୀୟ ଦିନ ପରି ଆଜି ମଧ୍ୟ ଓଡ଼ିଶାର କଳା , ସଂସ୍କୃତି , ଖାଦ୍ୟର ଭରପୁର ମଜା ନେବେ ପ୍ରବାସୀ ଓଡ଼ିଆ।
#ArgusNews #OdishaParba2023 #OdishaParba #Odiasamaj #OdiaCulture #JawaharlalNehruStadium #delhi