ଓଡ଼ିଶା ରେଳ ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ପ୍ରେସମିଟ୍ । ଓଡ଼ିଶାକୁ ରେକର୍ଡ ରେଳ ଅନୁଦାନ ନେଇ ରଖିଲେ ମତ। ଓଡ଼ିଶାକୁ ରେଳ ପାଇଁ ୯୭୩୪ କୋଟି ମୋଦି ସରକାର ଦେଇଛନ୍ତି । ପୂର୍ବ ବଜେଟ୍ ଅପେକ୍ଷା ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିଛି।
#unionrailwayminister #ashwinivaishnaw #PressMeet #budget #railways #ArgusNews