#ବେଙ୍ଗଲ_ମାଫିଆଙ୍କ_ନଜରରେ_ଓଡ଼ିଶା_ଶାମୁକା
#ଦଲାଲଙ୍କ_ମାଧ୍ୟମରେ_ଚାଲାଣ_ହେଉଛି_ଟନ_ଟନ_ଶାମୁକା
ଅତି ଶସ୍ଥାରେ ବାଲେଶ୍ଵର ରୁ ନେଇ ବିକ୍ରି ହେଉଛି ପଶ୍ଚିମବଙ୍ଗରେ । ବୁଦ୍ଧିଜୀବୀଙ୍କ ଅନୁସାରେ ଶାମୁକା ଧରିବାରେ ସରକାରୀ ନିୟମ ହେଲେ ରାଜସ୍ୱ ମିଳିବା ସହିତ ପରିବେଶର ରହିପାରନ୍ତା ସନ୍ତୁଳନ ।
#ArgusNews #Balasore #snail #snailmafia #WestBengal #transport #Odisha