ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ସ ତରଫରୁ 36 ତମ ରାଜ୍ୟ ପୁରସ୍କାର ଉତ୍ସବ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ 500 ରୁ ଉର୍ଦ୍ଧ ସ୍କାଉଟସ ଆଣ୍ଡ ଗାଇଡ଼ସ ଏବଂ ବିଭିନ୍ନ ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନେ ଯୋଗଦାନ କରିଛନ୍ତି।
#Bhubaneswar #scoutandguide #stateawardsceremony #Odisha #ArgusNews