#ବର୍ଷ_ଶେଷରେ_ଓଡିଶା_ଦେଖିବ_ବଡ_ପଲିଟିକାଲ_ପାୱାର_ସୋ
#୨୮ରେ_ଓଡିଶା_ଆସୁଛନ୍ତି_ବିଜେପି_ରାଷ୍ଟ୍ରୀୟ_ଅଧ୍ୟକ୍ଷ_ଜେପି_ନଡ୍ଡା
ବର୍ଷ ଶେଷରେ ବଡ ପଲଟିକାଲ ପାୱାର ସୋ। ୨୮ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗସ୍ତ ପୂର୍ବରୁ ବିଜେପିର ରଣହୁଙ୍କାର। ନାରୀ ନିର୍ଯାତନା ବିରୋଧରେ ୨୬ରେ ଦଳର ସତ୍ୟାଗ୍ରହ। ବିଜେଡି ଓ କଂଗ୍ରେସ ବି ପ୍ରତିଷ୍ଠା ଦିବସରେ ଦେଖାଇବେ ଶକ୍ତି।
#ArgusNews #BJP #JPNadda #PoliticalPowerShow #Odisha