ଚଳିତ ବର୍ଷ ଓଡବ୍ଲ୍ୟୁଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଓଡିଶା ଏଫସିର ମହିଳା ଟିମ । ବର୍ତମାନ ସୁଦ୍ଧା ଦଳ ୪ ଟି ମ୍ୟାଚରୁ ସମସ୍ତ ମ୍ୟାଚ ବିଜୟ ହାସଲ କରିବା ସହ ଟାଇଟେଲ ବିଜୟ ପାଇଁ ପ୍ରମୁଖ ଦାବିଦାର ରହିଛି । ଦଳର କୋଚ, ସମସ୍ତ ସପୋର୍ଟ ଷ୍ଟାଫଙ୍କ ସାହାଯ୍ୟ ପାଇଁ ଦଳ ଏହି ଭଳି ପ୍ରଦର୍ଶନ କରିଛି ଆଗକୁ ଭାରତୀୟ ମହିଳା ଫୁଟବଲ ଲିଗରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦଳର ଖେଳାଳିମାନେ ଆଶାବାଦୀ ଅଛନ୍ତି
#ArgusNews #OWL #OdishaFC #WomenFootbalteam #Sports #Odisha