#ପଦ୍ମପୁରୁରୁ_ଜିଲ୍ଲା_ମାନ୍ୟତାର_ପ୍ରତିଶ୍ରୁତି
#ରାଜ୍ୟ_ସରକାରଙ୍କ_ପାଇଁ_ବଢାଇଲା_ଅଡୁଆ_ପରିସ୍ଥିତି
#ପଦ୍ମପୁର_ରାସ୍ତାରେ_ରାଇରଙ୍ଗପୁର_ଧର୍ମଗଡ଼_ଟିଡଟଲାଗଡ଼
ପଦ୍ମପୁରୁ ଅଡୁଆ ନତୁଟୁଣୁ ଆଉ ତିନିଟି ସ୍ଥାନରେ ଯୋର ଧରିଛି ଜିଲ୍ଲା ମାନ୍ୟାତ ଦାବି । ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।
#ArgusNews #District #Demand #Padampur #Titilagarh #Rairangpur #OdishaGovt #Odisha #controversy