#ମୋ_ଓଡ଼ିଆ_ଖାଦ୍ୟ_ସହ_କାହାର_ତୁଳନା ?
ପଖାଳ କଂସାକୁ ପୁଣି ରସଗୋଲା ଓ ଡାଲମା । ଓଡ଼ିଆ ପିଠାପଣାର କଥା ବି ନିଆରା । ଓଡ଼ିଆ ଖାଦ୍ୟର ବାସ୍ନାରେ ମହକୁଛି ଦିଲ୍ଲୀ । ଓଡ଼ିଶା ପର୍ବରେ ଉତ୍କଳୀୟ ଖାଦ୍ୟର ମଜା ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ଖାଦ୍ୟର ପ୍ରଚାର, ପ୍ରସାର ସହ ବେପାର ଜମୁଥିବାରୁ ଦୋକାନୀ ବି ଖୁସ୍ ।
#ArgusNews #OdishaParba2023 #OdishaParba #Odiasamaj #OdiaCulture #odishafood #JawaharlalNehruStadium #delhi