OIC ମମତା ପଣ୍ଡାଙ୍କ ସହ ରହିଛି ବିଦ୍ୟାଭାରତିଙ୍କ ପୁରୁଣା ସମ୍ପର୍କ । ସୌମ୍ୟରଞ୍ଜନଙ୍କ ଆମ୍ବୁଲାନ୍ସକୁ ଅଟକାଇଥିଲେ OIC ମମତା ପଣ୍ଡା । ଏହି କାରଣରୁ ସୌମ୍ୟରଞ୍ଜନଙ୍କ ଚିକିତ୍ସାରେ ବିଳମ୍ବ ହୋଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର ଲୋକେ ।
#ArgusNews #ArgusNewsTV #Odisha #Soumyaranjan #Death #Gajapat #Bidyabharati