#ଋଷିଆ_ୟୁକ୍ରେନ_ଯୁଦ୍ଧ_ପାଇଁ_ତେଲ_ଓ_ଅଟା_ଦରରେ_ଲାଗିଲା_ନିଆଁ
ଋଷିଆ-ୟୁକ୍ରେନ ଯୁଦ୍ଧର ସାଇଡ୍ ଇଫେକ୍ଟ । ଆଗରୁ ତେଲ ଦର ବଢିଥିଲା ଏବେ ଅଟା, ସୁଜିରେ ଦର ବୃଦ୍ଧି । କିଲୋ ପିଛା ୫-୬ ଟଙ୍କା ବଢିଛି । ଦରଦାମ ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି । ରୁଷ - ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତରେ ଏବେ ଗହମ ଜନିତ ଖାଦ୍ୟ ପଦାର୍ଥ ଅନ୍ୟ ଦେଶକୁ ରପ୍ତାନି ହେଉଛି । ଯାହାଫଳରେ ୫ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ପାଇଛି ।
#Rusiaukrainwar #oil #whiteflor #Increase #Price #Odisha #ArgusNews