#ଋଷିକୁଲ୍ୟା_ମୁହାଣରେ_ଅଲିଭ୍_ରିଡଲେଙ୍କ_ଗଣ_ଅଣ୍ଡାଦାନ
ଋଷିକୁଲ୍ୟା ମୁହାଣରେ ପ୍ରକୃତିର ବିରଳ ଅତିଥି ଅଲିଭ୍ ରିଡଲେ। ପୋଡମପେଟା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ। ପ୍ରଥମ ଦିନରୁ ହିଁ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଛି। ଗତକାଲି ସନ୍ଧ୍ୟା 6ଟାରୁ ଆଜି ସକାଳ 6ଟା ମଧ୍ୟରେ ଏକଲକ୍ଷ 40ହଜାର 929 ଅଲିଭ ରିଡଲେଙ୍କ ଅଣ୍ଡାଦାନ କରିଛନ୍ତି...।
#ArgusNews #OliveRidley #Ovulation #record #security #Rushikulya #Odisha