#420ଓଡ଼ିଆ_ଫିଲ୍ମ_ହିରୋ_ଗିରଫ
ରେଭେନ୍ସାର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବା ନାଁରେ ଚୁନା ଲଗାଇ ଗିରଫI ଓଲିଉଡ଼ ଫିଲ୍ମ "ଅରୁନ୍ଧତି"ର ହିରୋ ଓ ଫିଲ୍ମ ପ୍ରଡ୍ୟୁସର ହେଉଛନ୍ତି ଅଜିତାଭ ମଲ୍ଲିକ I ଭୁବନେଶ୍ବରର କୋଳଥିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସକୁ 1 କୋଟି ଟଙ୍କାରେ ବିକ୍ରି କରିବାକୁ ଜଣେ ମହିଳାଙ୍କୁ କହିଥିଲେ...I
#ArgusNews #OllywoodActor #Arrest #FraudCase #HouseSelling #Bhubaneswar #Odisha