#ଅଫେରା_ରାଇଜରେ_ବର୍ଷିୟାନ_ଅଭିନେତ୍ରୀ_ଝରଣା_ଦାସ।
ଓଡ଼ିଆ ସିନେ ଜଗତରେ ସୃଷ୍ଟି ହେଲା ଅପୂରଣୀୟ ଶୂନ୍ୟସ୍ଥାନ। ଗୁରୁବାର ବିଳମ୍ବିତ ରାତିରେ କଟକ ଶେଖ ବଜାର ଚଣ୍ଡୀ ରୋଡ଼ ସ୍ଥିତ ବାସଭବନରେ ଝରଣା ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 82ବର୍ଷ ବୟସ ହୋଇଥିଲା
#ArgusNews #OllywoodActress #JharanaDas #Cuttack #Odisha