ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଜୟରାଟ ଗ୍ରାମପଞ୍ଚାୟତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ପବିତ୍ର ଗାନ୍ଧି ଜୟନ୍ତିରେ ଭୋକାଲ ଫର ଲୋକାଲ ଆହ୍ବାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#Anugul #Centralminister #DharmendraPradhan #GandhiJayanti #Odisha #ArgusNews