#ସତ୍ୟର_ସନ୍ଧାନକୁ_ଗୋଟିଏ_ବର୍ଷ
#ଆଜି_ସାଟେଲାଇଟ_ଯାତ୍ରାର_ଜନ୍ମବାର୍ଷିକୀ_ପାଳିଛି_ଅର୍ଗସ
ଲୋକଙ୍କ ସ୍ବର ହୋଇ ସତ୍ୟର ସନ୍ଧାନ କରିବାରେ ସାଧାରଣ ଜନତାଙ୍କ ସମର୍ଥନ ମିଳିଛି । ଯେଉଁ ପ୍ରଶ୍ନ ହୁଏତ ପ୍ରଭାବଶାଳୀଙ୍କୁ କଷ୍ଟ ଦେଇଛି ସେ ପ୍ରଶ୍ନ ପଚାରିଛି ଅର୍ଗସ । ଏହାରି ଭିତରେ ପ୍ରଥମ ଜନ୍ମଦିନରେ ଚାଷୀଙ୍କୁ ଫୋକସରେ ରଖି ଅର୍ଗସ ଏଗ୍ରି ବିକାଶ ୨୦୨୨ର ଆୟୋଜନ କରାଯାଇଛି ।
#FearlessJournalism #1yearArgusNews #ArgusNewsAnniversary #AgriVikas2022 #ArgusConclave2022 #OdishaNews #ArgusNews