୧୦୫ ଘଣ୍ଟା ସଂଘଷ ପରେ ରାହୁଲ ସାହୁ ବରଓ୍ଵେଲରୁ ଉଦ୍ଧାର ହୋଇ ବିଲାସପୁର ଆପୋଲ ହସ୍ପିଟାଲରେ ଚିକିତ୍ସା ହେଉଛି । ଚିକିତ୍ସା ପରେ ରାହୁଲ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ସୁଧାର ହେବାର ଲାଗିଛି ।
#Rahul #OperationZindegi #Barwell #ApolloHospital #Treatment #Chhattisgarh #Odisha #ArgusNews