ନର୍ମଦା ବଞ୍ଚାଓ ଆନ୍ଦୋଳନର ମୁଖ୍ୟ ମେଧା ପାଟେକରଙ୍କ ଢ଼ିଙ୍କିଆ ଗସ୍ତକୁ ବିରୋଧ କଲେ ପ୍ରକଳ୍ପ ସପକ୍ଷ ଗ୍ରାମବାସୀ l ମେଧା ପାଟେକରଙ୍କ ସହିତ ଭୁବନେଶ୍ୱରରୁ ଆସିଥିବା ତିନି ନେତା ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇ ଗ୍ରାମ ପ୍ରବେଶ ପଥରୁ ଫେରିଯାଇଛନ୍ତି l
#Dhinkia #MedhaPatkar #visiting #oppose #Odisha #ArgusNews