#ଅଗ୍ନିପଥ_କୁ_ନେଇ_ବିରୋଧିଙ୍କ_ନୂଆ_ରାଜନୀତି
କେନ୍ଦ୍ର ସରକାର ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ପାଇଁ ଆରମ୍ଭ କରିଛନ୍ତି ଅଗ୍ନିପଥ ଯୋଜନା । ଏବେ ପୁଣି ଆରମ୍ଭ ହୋଇଛି ଆଉ ଏକ ନୂଆ ରାଜନୀତି । ଆବେଦନ ଫର୍ମରେ ବର୍ଷ ବର୍ଷ ଧରି ରହିଥିବା ପୁରୁଣା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଉଠେଇ ହୀନ ରାଜନୀତି ଆରମ୍ଭ କରିଛନ୍ତି ବିରୋଧି ।
#CentralGovt #Agniveer #ArgusNews