#OPSC_ନିଯୁକ୍ତି_ପ୍ରକ୍ରିୟାରେ_ସୁପ୍ରିମକୋର୍ଟଙ୍କ_ଅବମାନନା
#ରାଜ୍ୟପାଳଙ୍କୁ_ଭେଟିଲେ_ପୂର୍ବତନ_କୁଳପତି_ଓ_ଶିକ୍ଷାବିତ୍
ରାଜ୍ୟପାଳଙ୍କୁ ଭେଟି ଅସନ୍ତୋଷ ଜାହିର କଲେ ପୂର୍ବତନ କୂଳପତି ଓ ଶିକ୍ଷାବିତ । ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି । ଦାବି କରିଛନ୍ତି ଉଚ୍ଚତମ ନ୍ୟାୟଳୟର ଅବମାନନା ହୋଇଥିବାରୁ ନିଆଯାଉ ଆକ୍ସନ ।
#OPSC #Governor #SupremCourt #meet #University #HigherEducation #ArgusNews