ସେ ପଢ଼ିଛନ୍ତି କାଲିଫର୍ଣ୍ଣିଆରୁ ପାଠ । ଚାହିଁଥିଲେ ମୋଟା ଦରମାରେ କରିପାରିଥାନ୍ତେ ଚାକିରୀ । କିନ୍ତୁ ଚାକିରୀ ପଛରେ ନ ଗୋଡ଼ାଇ ସେ ଫେରିଛନ୍ତି ସ୍ବଦେଶ । ଏହି ନିଆରା ମଣିଷ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ଡ଼କ୍ଟର ଦେବଲ ଦେ । ଯିଏକି ବିଗତ ୨୫ ବର୍ଷ ହେଲା ରାୟଗଡା ଜିଲ୍ଲାର ଏକ ଦୁର୍ଗମ ଗାଁକୁ କରିଛନ୍ତି କର୍ମକ୍ଷେତ୍ର । ୨୦୧୨ ମସିହାରୁ ୧.୭ ହେକ୍ଟର ଜମିରେ କରୁଛନ୍ତି ଜୈବିକ ଚାଷ ।
#california #farming #organicfarming #remotevillage #goodnews #inspection #rayagada #odisha #argusnews