ଓଡିଆ ବୈଜ୍ଞାନିକଙ୍କ ଔଷଧ ଭଲ କରିବ ସ୍ତନ କର୍କଟ ବ୍ରେଷ୍ଟ କ୍ୟାନସର ଟିଉମର ଦମନକାରୀ ଜିନ ଆବିଷ୍କାର କରିବା ସହ ଏହି ମାରାତ୍ମକ ରୋଗକୁ ରୋକିବା ପାଇଁ ଔଷଧ ଉଦ୍ଭାବନ କଲେ ଓଡିଆ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର । ସେ ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନର (ILS) ସିନିୟର ମଲିକ୍ୟୁଲାର ଅଙ୍କଲୋଜିଷ୍ଟ ।
#odiascientist #invented #medicine #breastcancer #prevent #Odisha #ArgusNews