#କ୍ଷତିଭରଣା_ପାଇଁ_ନୂଆ_ଯୋଜନା
ଘରୋଇ ସଂସ୍ଥା ଚଳାଇବେ ଓଏସଆରଟିସି ବସ । ଫଳପ୍ରଦ ହେବ କି ରାଜ୍ୟ ସରକାରଙ୍କ କ୍ଷତିଭରଣା ପ୍ଲାନ ? କୋଟି କୋଟି ଟଙ୍କା କ୍ଷତିରେ ଚାଲିଥିବା ଓଏସଆରଟିସିକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। କ୍ଷତି କମ କରି ଲାଭ କରିବାକୁ ନୂଆ ଢ଼ାଞ୍ଚାରେ ସରକାରୀ ବସ ଚଳାଇବାକୁ ଯୋଜନା କରୁଛି ଓଡିଶା ରାଜ୍ୟ ସଡକ ପରିବହନ ନିଗମ।
#ArgusNews #OSRTCbus #privatecompanies #governmentbus #Odisha