କଣ ହେବ ଓଟିଏମ୍ ଜମି ଭାଗ୍ୟ ?
୫୨୧ ଏକର ଜମିରେ କଣ ନିର୍ମାଣ କରିବେ ରାଜ୍ୟ ସରକାର ? ଚୌଦ୍ବାରରେ କପଡ଼ା ମିଲ୍ ବନ୍ଦ ପରେ ସରକାର ଦେଖାଇଲେ କି ସୁନେଲୀ ସ୍ବପ୍ନ ? ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପାଇଁ ସୁନେଲୀ ସ୍ବପ୍ନ । ରୋଜଗାର ହରାଇଥିବା ଲୋକଙ୍କୁ ମିଳିବ ତ ରୋଜଗାର ?
#ArgusNews #OTM #OTMland #StateGovernment #HighCourt #unemployed #Odisha